ଅର୍ଥ : ଜଳର ପ୍ରାକୃତିକ ପ୍ରବାହ ଯାହା କୌଣସି ପର୍ବତରୁ ବାହାରି ଏକ ନିଶ୍ଚିତ ମାର୍ଗରେ ପ୍ରବାହିତ ହୋଇ ସମୁଦ୍ର ବା କୌଣସି ଭିନ୍ନ ଜଳ ପ୍ରବାହରେ ମିଶେ
ଉଦାହରଣ :
ଗଙ୍ଗା, ଯମୁନା, ସରସ୍ୱତୀ, ସତଲେଜ, କାବେରୀ, ସରଯୂଆଦି ଭାରତର ପ୍ରମୁଖ ନଦୀ
ସମକକ୍ଷ : ଅପଗା, କଲ୍ଲୋଳିନୀ, କୂଳବତୀ, ତଟିନୀ, ତରଙ୍ଗବତୀ, ନଦୀ, ନିର୍ଝରଣୀ, ସରିତା, ସ୍ରୋତବତୀ
ଅନ୍ୟ ଭାଷାରେ ଅନୁବାଦ :
जल का वह प्राकृतिक प्रवाह जो किसी पर्वत से निकलकर निश्चित मार्ग से होता हुआ समुद्र या किसी दूसरे बड़े जल प्रवाह में गिरता है।
गंगा, यमुना, सरस्वती, सतलुज, कावेरी, सरयू आदि भारत की प्रमुख नदियाँ हैं।