ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତତ୍ପରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତତ୍ପରତା   ବିଶେଷ୍ୟ

ଅର୍ଥ : ତତ୍ପର ହେବାର କ୍ରିୟା ବା ଭାବ

ଉଦାହରଣ : ସକାଳୁ ଉଠି ଜ୍ୟୋତି ତତ୍ପରତା ସହକାରେ ସବୁ କାମ ସାରିଦିଏ


ଅନ୍ୟ ଭାଷାରେ ଅନୁବାଦ :

तत्पर होने की की क्रिया या भाव।

सुबह उठकर ज्योति तत्परता से सारा काम निपटा लेती है।
आमादगी, तत्परता, मुस्तैदी, सन्नद्धता

The characteristic of doing things without delay.

promptitude, promptness