ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଟବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଟବନ୍ଧ   ବିଶେଷ୍ୟ

ଅର୍ଥ : ମାନବ ନିର୍ମିତ ମାଟି ବା ପଥରର ଏକ ଲମ୍ବା କାନ୍ଥ ଯାହା ପାଣିକୁ ଅଟକାଇବା ବା କୌଣସି ସଡକର ସୁରକ୍ଷା ବା ସହାୟତାପାଇଁ ତିଆରି ହୋଇଥାଏ

ଉଦାହରଣ : ପାଣିକୁ ବାନ୍ଧି ରଖିବାପାଇଁ ଜଳାଶୟର ଏକପାର୍ଶ୍ୱରେ ଆଡ଼ିବନ୍ଧ ତିଆରି କରାଯାଇଛି

ସମକକ୍ଷ : ଆଡ଼ିବଂଧ, ଆଡ଼ିବନ୍ଧ, ତଟବଂଧ


ଅନ୍ୟ ଭାଷାରେ ଅନୁବାଦ :

नदी के जल को आवश्यकता से अधिक फैल जाने से रोकने के लिए प्राकृतिक रूप से बन गया या कृत्रिम रूप से बनाया गया अवरोध।

जल को रोके रखने के लिए जलाशय के एक किनारे पर तटबन्ध बनाया गया है।
तट-बंध, तटबंध, तटबन्ध

A long artificial mound of stone or earth. Built to hold back water or to support a road or as protection.

embankment