ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ଉଦାହରଣ :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ସମକକ୍ଷ : ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
A model considered worthy of imitation.
The American constitution has provided a pattern for many republics.ଅର୍ଥ : ଗୋଟିଏ ବ୍ୟବସ୍ଥିତ ଯୋଜନା ବା ପ୍ରାରୂପ
ଉଦାହରଣ :
ଏହି ଚାବିର ଡିଜାଇନ ଠିକ ନାହିଁ
ସମକକ୍ଷ : ପ୍ରାରୂପ
ଅନ୍ୟ ଭାଷାରେ ଅନୁବାଦ :