ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଡେଇଁବାପାଇଁ ପ୍ରବୃତ୍ତ କରାଇବା
ଉଦାହରଣ : ସେ ମୋତେ ତା ସହିତ ଶହେ ଥର ଦଉଡ଼ି ଡିଆଁଇଲା
ସମକକ୍ଷ : ଡିଆଁଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी को कूदने में प्रवृत्त करना।
ଅର୍ଥ : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
ଉଦାହରଣ : ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
ସମକକ୍ଷ : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଆଁଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुदाने का काम दूसरे से कराना।
Cause to jump or leap.
ସଂସ୍ଥାପନ କରନ୍ତୁ