ଅର୍ଥ : ଏକ ପ୍ରକାରର ଗୋଲ ଫଳ ଯାହାର ଦାନା ଲାଲ୍, ଗୋଲାପୀ ବା ଧଳା
ଉଦାହରଣ :
ରମେଶ ଡାଳିମ୍ବ ଖାଉଛି
ଅନ୍ୟ ଭାଷାରେ ଅନୁବାଦ :
Large globular fruit having many seeds with juicy red pulp in a tough brownish-red rind.
pomegranateଅର୍ଥ : ଏକ ବୃକ୍ଷ ଯାହାର ଫଳ ଖିଆଯାଏ
ଉଦାହରଣ :
ମାଳୀ ବଗିଚାରେ ଡାଳିମ୍ବ ଗଛ ଲଗାଉଛି
ସମକକ୍ଷ : ଡାଳିମ
ଅନ୍ୟ ଭାଷାରେ ଅନୁବାଦ :
Shrub or small tree native to southwestern Asia having large red many-seeded fruit.
pomegranate, pomegranate tree, punica granatum