ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧାତୁ, ପ୍ଲାଷ୍ଟିକଆଦିର ଢାଙ୍କୁଣିଯୁକ୍ତ ଏବଂ ଗହୀରା ପାତ୍ର
ଉଦାହରଣ : ଚିନିଆଦି ରଖିବାପାଇଁ ସେ ବଜାରରୁ ଚାରିଟା ଡବା କିଣିଲା
ସମକକ୍ଷ : ଡିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
धातु, प्लास्टिक, आदि का ढक्कनदार और गहरा पात्र।
ଅର୍ଥ : ଛୋଟ ଡବା
ଉଦାହରଣ : ସେ ଡବାରୁ ଜର୍ଦା ବାହାରକଲା ଓ ପାଟିରେ ପକାଇଲା
ସମକକ୍ଷ : ଡ଼ିବା
छोटा डिब्बा।
ଅର୍ଥ : ରେଳ ଗାଡ଼ିର ଡବା
ଉଦାହରଣ : ଗାଡ଼ିର ପ୍ରତ୍ୟେକ ଡବାରେ ବହୁତ ଭିଡ଼ ଥିଲା
ସମକକ୍ଷ : ବଗି
ଅନ୍ୟ ଭାଷାରେ ଅନୁବାଦ :हिन्दी English
रेल गाड़ी का डिब्बा।
A railcar where passengers ride.
ସଂସ୍ଥାପନ କରନ୍ତୁ