ଅର୍ଥ : ଭିତରକୁ ଗଳିବାପାଇଁ ଉପରୁ ଜୋରରେ ପିଟିବା
ଉଦାହରଣ :
ରାମ ମୂର୍ତ୍ତି ଲଗେଇବାପାଇଁ କାନ୍ଥରେ କଣ୍ଟା ବାଡ଼ଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଘାତ ପାଇ ପ୍ରବେଶ କରିବା
ଉଦାହରଣ :
ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି
ସମକକ୍ଷ : ପିଟିବା, ପ୍ରବେଶ କରାଇବା
ଅନ୍ୟ ଭାଷାରେ ଅନୁବାଦ :