ଅର୍ଥ : କୌଣସି ଉପରସ୍ତର ଉପରେ ଠକ-ଠକ, ଖଟ-ଖଟ ବା ଖଡ଼-ଖଡ଼ ଶବ୍ଦ କରିବା
ଉଦାହରଣ :
ଦେଖ, କିଏ କବାଟ ଠକଠକ କରୁଛି
ସମକକ୍ଷ : ଖଟଖଟ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी सतह पर ठक-ठक, खट-खट या खड़-खड़ की आवाज़ करना।
देखो, कौन दरवाज़ा खटखटा रहा है !।ଅର୍ଥ : ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ସମକକ୍ଷ : ଧକ୍କା ମାରିବା, ଧଡ଼ଧଡ଼ କରିବା, ବାଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :
Make short successive sounds.
rattleଅର୍ଥ : ଆଘାତ କରି ଧଡ଼ଧଡ଼ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ :
ସେ ଦଶ ମିନିଟ ହେଲା କବାଟ ଠକଠକ କରୁଛି
ସମକକ୍ଷ : ଧଡ଼ଧଡ଼ କରିବା, ବାଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :