ଅର୍ଥ : ଭୂଇଁରୁ ପାଣି ବାହାରକରିବା ଯନ୍ତ୍ର ଯେଉଁଥିରେ ଚାପଦେଇ ପାଣି ବାହାର କରାଯାଏ
ଉଦାହରଣ :
ଆଜିକାଲି ଗାଁ ଗାଁ ରେ ନଳକୂଅ ଅଛି
ସମକକ୍ଷ :
ନଳକୂଅ, ନଳକୂପ, ହାତପମ୍ପ
ଅନ୍ୟ ଭାଷାରେ ଅନୁବାଦ :
ज़मीन से पानी निकालने का यंत्र जिससे हाथ से चाँप कर पानी निकाला जाता है।
आजकल गाँव-गाँव में चाँपाकल है।
चाँपाकल,
नल,
हैंडपंप,
हैण्डपम्प