ଅର୍ଥ : ବିଜୁଳିଶକ୍ତିଦ୍ୱାରା ଚାଲୁଥିବା ଯେଉଁ ରୋଷେଇ ଉପକରଣଦ୍ୱାରା ଟୋଷ୍ଟ ପ୍ରସ୍ତୁତ କରାଯାଏ
ଉଦାହରଣ :
ଏହି ଟୋଷ୍ଟର ଖରାପ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :
बिजली से चलनेवाला एक रसोई उपकरण जिससे टोस्ट बनाए जाते हैं।
यह टोस्टर खराब हो गया है।
टोस्टर
A kitchen appliance (usually electric) for toasting bread.
toaster