ଅର୍ଥ : ଦୁଇଟି ଛୋଟ କାଗଜ ମଝିରେ ବାରୁଦ ରଖି ତିଆରି କରାଯାଇଥିବା ଟିକିଲି ଆକାରର ଏକ ପଟକା ଯାହାକୁ ଆଘାତ କରି ଫୁଟା ଯାଏ
ଉଦାହରଣ :
ସେ ଟିକିଲି ପଟକା ଫୁଟାଇଲା
ଅନ୍ୟ ଭାଷାରେ ଅନୁବାଦ :
दो छोटे काग़जों के बीच में बारूद रखकर बनाया गया टिकली के आकार का एक फटाका जिसे आघात से फोडा जाता है।
उसने टिकली फटाका फोड़ा।Firework consisting of a small explosive charge and fuse in a heavy paper casing.
banger, cracker, firecracker