ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝିଲିମିଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝିଲିମିଲି   ବିଶେଷ୍ୟ

ଅର୍ଥ : କିଛି ଝରକାରେ ଆଲୁଅ, ଧୂଳିଆଦି ରୋକିବାପାଇଁ ଟଙ୍ଗା ଯାଇଥିବା ଏକ ପ୍ରକାର ପତଳା ଟାଣ ପଟାର ଗଢ଼ଣ

ଉଦାହରଣ : ଆଲୁଅ ଏବଂ ପବନ ଆସିବା ନିମନ୍ତେ ଏଠିସେଠି ଝିଲିମିଲିକୁ ଝୁଲାଇ ଦିଆଯାଇଛି


ଅନ୍ୟ ଭାଷାରେ ଅନୁବାଦ :

अनेक पतली आड़ी पटरियों का ढाँचा जो कुछ किवाड़ों में प्रकाश, धूल आदि रोकने के लिए जड़ा होता है।

प्रकाश और हवा आने के लिए झिलमिली को इधर-उधर सरकाया जा सकता है।
झिलमिली

A canopy made of canvas to shelter people or things from rain or sun.

awning, sunblind, sunshade

ଅର୍ଥ : କୃତ୍ରିମ ଆଭା ବା ଦୀପ୍ତି

ଉଦାହରଣ : ମୋତେ ବେଶି ଚକଚକିଆ ପସନ୍ଦ ନୁହେଁ

ସମକକ୍ଷ : ଚକଚକିଆ


ଅନ୍ୟ ଭାଷାରେ ଅନୁବାଦ :

बनावटी आभा या दीप्ति।

ज्यादा चमक-दमक मुझे पसन्द नहीं है।
कलई, चमक दमक, चमक-दमक, चमकदमक, तड़क भड़क, तड़क-भड़क, तड़कभड़क, मलमा, मुलम्मा

A showy decoration that is basically valueless.

All the tinsel of self-promotion.
tinsel

ଝିଲିମିଲି   ବିଶେଷଣ

ଅର୍ଥ : ଯେଉଁଥିରେ ପତଳା ଆବରଣ ଅଛି

ଉଦାହରଣ : ସେ ନୂଆ ଜିନିଷଗୁଡ଼ିକ ଉପରେ ଝିଲିମିଲି ଲୁଗା ଢାଙ୍କି ରଖିଛନ୍ତି

ସମକକ୍ଷ : ଚକଚକିଆ


ଅନ୍ୟ ଭାଷାରେ ଅନୁବାଦ :

जो झिल्ली जैसा हो या जिसमें झिल्ली हो।

उसने नई वस्तुओं के ऊपर झिल्लीदार कपड़े डाल रखे थे।
झिल्लित, झिल्लीदार

Relating to or made of or similar to a membrane.

Membranous lining.
membranous

ଅର୍ଥ : ଯେଉଁଥିରେ ଚମକ ଅଛି ବା ଚମକୁଥିବା ରଙ୍ଗ

ଉଦାହରଣ : ବିବାହ ଅବସରରେ ଦୀନେଶ ଚମକଦାର ବସ୍ତ୍ର ପିନ୍ଧିଥିଲା

ସମକକ୍ଷ : ଚକାଚକ୍‌, ଚକ୍‌ଚକ୍‌, ଚକ୍‌ମକିଆ, ଚମକଦାର, ଚମକିଲା, ଦ୍ୟୁତିମାନ


ଅନ୍ୟ ଭାଷାରେ ଅନୁବାଦ :

ଅର୍ଥ : ଯାହାର ରଙ୍ଗ ଉଜ୍ୱଳ

ଉଦାହରଣ : ଜୋକର୍‌ ଚକମକିଆ ପୋଷାକ ପିନ୍ଧିଥିଲା

ସମକକ୍ଷ : ଚକମକିଆ, ଚମକଦାର


ଅନ୍ୟ ଭାଷାରେ ଅନୁବାଦ :

जिसका रंग तेज़ हो।

जोकर चटकीले कपड़े पहने हुए था।
गहबर, चटक, चटकदार, चटकारा, चटकीला, चटखारा, शोख, शोख़

(color) bold and intense.

Hot pink.
hot