ଅର୍ଥ : ଝାମ୍ପିନେବାର ପ୍ରକ୍ରିୟା ବା ଭାବ
ଉଦାହରଣ :
ରୁଟି ଖଣ୍ଡେ ମିଳିଲା ମାତ୍ରେ କାଉ ତାକୁ ଝାମ୍ପ ମାରି ନେଇ ଖାଇବାକୁ ଲାଗିଲା
ସମକକ୍ଷ : ଝମ୍ପ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଙ୍ଗୁଳିଗୁଡ଼ିକଦ୍ୱାରା କୌଣସି ବସ୍ତୁ ଧରିବା ସମୟରେ ହାତର ପଞ୍ଝାରେ ହେଉଥିବା ଏକ ମୁଦ୍ରା
ଉଦାହରଣ :
ଛଞ୍ଚାଣର ଝାମ୍ପରେ ଗୁଣ୍ଡୁଚି ମୂଷା ପଡ଼ିଗଲା
ଅନ୍ୟ ଭାଷାରେ ଅନୁବାଦ :
A sharp hooked claw especially on a bird of prey.
talon