ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବାଣୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବାଣୁ   ବିଶେଷ୍ୟ

ଅର୍ଥ : ଏକ କୋଶୀୟ କିମ୍ବା ଅକୋଶୀୟ ଜୀବ ଯେଉଁଥିରେ ପର୍ଣ୍ଣହରିମ ମିଳେନାହିଁ ଏବଂ ଯାହାର ବୃଦ୍ଧିର ମୁଖ୍ୟ କାରଣ ବିଖଣ୍ଡନ

ଉଦାହରଣ : ଜୀବାଣୁକୁ ସୂକ୍ଷ୍ମଦର୍ଶୀଦ୍ୱାରା ଦେଖାଯାଇପାରିବ

ସମକକ୍ଷ : ବେକଟେରିୟା


ଅନ୍ୟ ଭାଷାରେ ଅନୁବାଦ :

एक कोशीय या अकोशिय जीव जिनमें पर्णहरिम नहीं पाया जाता और जिनकी वृद्धि का मुख्य कारण विखंडन होता है।

जीवाणु को सूक्ष्मदर्शी द्वारा ही देखा जा सकता है।
जीवाणु, बैक्टीरिया

ଅର୍ଥ : ଆଖିରେ ନ ଦେଖା ଯାଉଥିବା ଯେଉଁ ସୂକ୍ଷ୍ମ ଜୀବାଣୁକୁ କେବଳ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଦେଖାଯାଇପାରେ

ଉଦାହରଣ : କୀଟାଣୁଦ୍ୱାରା ନାନା ରକମର ରୋଗ ସଂକ୍ରମିତ ହୁଏ

ସମକକ୍ଷ : କୀଟାଣୁ


ଅନ୍ୟ ଭାଷାରେ ଅନୁବାଦ :

आँखों से न दिखाई देने वाला वह सूक्ष्म कीड़ा जिसे केवल सूक्ष्मदर्शी से देखा जा सकता है।

कीटाणु तरह-तरह के रोग फैलाते हैं।
कीटाणु, जंतु, जन्तु, जीव-जंतु, जीव-जन्तु, माइक्रोब

A minute life form (especially a disease-causing bacterium). The term is not in technical use.

bug, germ, microbe