ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଭି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଭି   ବିଶେଷ୍ୟ

ଅର୍ଥ : ଜିଭ ଆକାରର କୌଣସି ବସ୍ତୁ

ଉଦାହରଣ : ଏହି ବଇଁଶୀର ଜିଭ ଫାଟିଯାଇଛି

ସମକକ୍ଷ : ଜିଭ, ଜିଭା


ଅନ୍ୟ ଭାଷାରେ ଅନୁବାଦ :

जीभ के आकार की कोई वस्तु।

इस बाँसुरी की जीभ फट गई है।
जीभ, जीभा, जीभी

ଅର୍ଥ : ପଶୁଙ୍କର ଏକ ରୋଗ

ଉଦାହରଣ : ପଶୁଡାକ୍ତରଙ୍କ ଅନୁସାରେ ଏହି ବଳଦ ଜିଭରୋଗରେ ଆକ୍ରାନ୍ତ

ସମକକ୍ଷ : ଜିଭରୋଗ, ଜିଭା, ଜିଭା ରୋଗ, ଜିଭିରୋଗ


ଅନ୍ୟ ଭାଷାରେ ଅନୁବାଦ :

चौपायों का एक रोग।

पशु चिकित्सक के अनुसार यह बैल जीभा से ग्रस्त है।
जीभा, जीभी