ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଭଛେଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଭଛେଲା   ବିଶେଷ୍ୟ

ଅର୍ଥ : ଧାତୁର ପତଳା ଧନୁ ଆକୃତିର ବା ପ୍ଲାଷ୍ଟିକର ଲମ୍ବା ପାତ ଯେଉଁଥିରେ ଜିଭ ଛେଲି ସଫା କରା ଯାଏ

ଉଦାହରଣ : ଆମେ ପ୍ରତିଦିନ ଜିଭଛେଲାରେ ନିଜ ଜିଭ ସଫା କରିବା ଆବଶ୍ୟକ


ଅନ୍ୟ ଭାଷାରେ ଅନୁବାଦ :

धातु का पतला धनुषाकार या प्लास्टिक का लंबा पत्तर जिससे जीभ छीलकर साफ करते हैं।

हमें प्रतिदिन जीभी से अपनी जीभ साफ करनी चाहिए।
चिठ्ठा, जिभिया, जीभी