ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଜିୟା କର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଜିୟା କର   ବିଶେଷ୍ୟ

ଅର୍ଥ : ମୋଗଲ ସମୟରେ ଲାଗୁକରାଯାଇଥିବା ଏକ ପ୍ରକାରର ଖଜଣା

ଉଦାହରଣ : ମୁସଲମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଧର୍ମାବଲମ୍ବୀଙ୍କୁ ଜିଜିୟା କର ଦେବାକୁ ପଡ଼ୁଥିଲା

ସମକକ୍ଷ : ଜିଜିୟା


ଅନ୍ୟ ଭାଷାରେ ଅନୁବାଦ :

मुगल काल में लगने वाला एक कर।

मुसलमानों को छोड़कर अन्य सभी धर्मवालों को जजिया देना पड़ता था।
जज़िया, जजिया, जजिया कर, जिज़िया, जिजिया

Charge against a citizen's person or property or activity for the support of government.

revenue enhancement, tax, taxation