ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜିଆଇଁବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜିଆଇଁବା   କ୍ରିୟାପଦ

ଅର୍ଥ : ମୃତ ଶରୀରରେ ଜୀବନ ଦେବା

ଉଦାହରଣ : କାହାଣୀ ଶେଷରେ ମହାତ୍ମା ମୃତବ୍ୟକ୍ତିକୁ ବଞ୍ଚାଇଲେ

ସମକକ୍ଷ : ପ୍ରାଣସଞ୍ଚାର କରିବା, ବଞ୍ଚାଇବା


ଅନ୍ୟ ଭାଷାରେ ଅନୁବାଦ :

मृत शरीर में जान डालना।

कहानी के अंत में महात्माजी ने मरे व्यक्ति को जीवित किया।
जान फूँकना, जिंदा करना, जिआना, जिन्दा करना, जिलाना, जीवित करना, प्राण फूँकना