ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାହାଁପନ୍‌ହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାହାଁପନ୍‌ହା   ବିଶେଷ୍ୟ

ଅର୍ଥ : ବାଦଶାହା ଆଦିଙ୍କପାଇଁ ସମ୍ବୋଧନ

ଉଦାହରଣ : ଜାହାଁପନ୍‌ହା ! ଆପଣଙ୍କ ସିପାହୀମାନେ ମୋ ସ୍ୱାମୀଙ୍କୁ ଜବରଦସ୍ତି ବାନ୍ଧି ନେଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

बादशाहों आदि के लिए संबोधन।

जहाँपनाह ! आपके सिपाहियों ने मेरे ख़ाविंद को ज़बरदस्ती कैद कर लिया है।
जहाँपनाह

ଅର୍ଥ : ଯେ ସମଗ୍ର ସଂସାରକୁ ଶରଣ ଦିଏ

ଉଦାହରଣ : ଜାହାଁପନ୍‌ହା ଜଣେ ଏବଂ ସେ ହିଁ ଈଶ୍ୱର

ସମକକ୍ଷ : ଶରଣଦ


ଅନ୍ୟ ଭାଷାରେ ଅନୁବାଦ :

वह जो सारे संसार को शरण दे।

जहाँपनाह एक ही है और वह है ईश्वर।
जहाँपनाह