ଅର୍ଥ : ବାଳକର ଜନ୍ମ ସମୟରେ ହେଉଥିବା ସଂସ୍କାର
ଉଦାହରଣ :
ଜାତକ ସଂସ୍କାରରେ ସମ୍ମିଳିତ ହେବା ନିମନ୍ତେ ଗଗନ ଆପଣାର ସବୁ ହିତାକାଂକ୍ଷୀ ମିତ୍ରମାନଙ୍କୁ ନିମନ୍ତ୍ରଣ କରିଛି
ସମକକ୍ଷ : ଜନ୍ମ ସଂସ୍କାର, ଜାତକ କର୍ମ
ଅନ୍ୟ ଭାଷାରେ ଅନୁବାଦ :
बालक के जन्म के समय होने वाला संस्कार।
जातक संस्कार में सम्मिलित होने के लिए सोहन ने अपने सभी हित-मित्रों को आमंत्रित किया है।