ଅର୍ଥ : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
ଉଦାହରଣ :
୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
ସମକକ୍ଷ :
ଜାଗରଣ
ଅନ୍ୟ ଭାଷାରେ ଅନୁବାଦ :
किसी वर्ग या जाति की वह अवस्था जिसमें वह गिरी हुई दशा से निकलकर उन्नत होने का प्रयत्न करती है।
१८५७ का जन जागरण धीरे-धीरे युद्ध का रूप ले लिया।
जागरण,
जागृति,
जाग्रति