ଅର୍ଥ : ମାନବକୃତ ଜଳଭଣ୍ଡାର ବା ଜଳକୁ ଏକାଠି କରି ରଖାଯାଉଥିବା ସ୍ଥାନ
ଉଦାହରଣ :
ଏହି ଜଳ ଭଣ୍ଡାରରେ ହଜାର ଗେଲେନ୍ ପାଣି ରଖାଯାଇପାରିବ
ସମକକ୍ଷ : ପାଣି ଟାଙ୍କି, ପାଣି ଭଣ୍ଡାର
ଅନ୍ୟ ଭାଷାରେ ଅନୁବାଦ :
वह मानवकृति जहाँ जल का भंडारण या जल को इकट्ठा करके रखा जाता है।
इस जल भंडारण में हजारों गैलन पानी रखा जा सकता है।