ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳ ନିଷ୍କାସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳ ନିଷ୍କାସନ   ବିଶେଷ୍ୟ

ଅର୍ଥ : ପାଣି ବାହାରିବା ବା ବାହାର କରାଇବା ପ୍ରକ୍ରିୟା

ଉଦାହରଣ : ସମୁଚିତ ଜଳ ନିଷ୍କାସନ ବ୍ୟବସ୍ଥା ନହେଲେ ବିଭିନ୍ନ ରୋଗ ଉତ୍ପନ୍ନ ହୁଏ


ଅନ୍ୟ ଭାଷାରେ ଅନୁବାଦ :

जल निकलने या निकालने की क्रिया।

जलनिकासी की उचित व्यवस्था न होनें से रोगों की उत्पत्ति होती है।
जल निकासी, जल-निकासी, जलनिकासी

ଅର୍ଥ : ଜଳ ବାହାରିବା ବା ବାହାରକରିବା କାମ

ଉଦାହରଣ : ନାଳରେ ଅଳିଆ-ଆବର୍ଜନା ଭର୍ତ୍ତି ହୋଇଯିବା କାରଣରୁ ଜଳ ନିଷ୍କାସନରେ ଅସୁବିଧା ହେଉଛି


ଅନ୍ୟ ଭାଷାରେ ଅନୁବାଦ :

जल निकलने या निकालने की क्रिया।

नालियों में कूड़ा-करकट भरजाने की वजह से जल निकास में असुविधा हो रही है।
जल निकास

ଅର୍ଥ : ଜଳର ନିର୍ଗମନ

ଉଦାହରଣ : ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ନ ହେବାରୁ ମଇଳା ପାଣି ରାସ୍ତା ଉପରେ ଜମା ହୋଇଛି

ସମକକ୍ଷ : ଜଳ ନିର୍ଗମନ


ଅନ୍ୟ ଭାଷାରେ ଅନୁବାଦ :

पानी का निकास।

जल-निकास की उचित व्यवस्था न होने से गंदा पानी सड़क पर बह रहा है।
जल-निकास