ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜରା   ବିଶେଷ୍ୟ

ଅର୍ଥ : ଯେଉଁ ରାକ୍ଷସୀ ବାଳକ ଜରାସନ୍ଧର ଦୁଇ ଫାଳକୁ ଯୋଡ଼ିଲା ପରେ ସେ ଜୀବିତ ହୋଇଗଲା

ଉଦାହରଣ : ମହାଭାରତରେ ଜରାର ବର୍ଣ୍ଣନା ମିଳିଥାଏ


ଅନ୍ୟ ଭାଷାରେ ଅନୁବାଦ :

एक राक्षसी जिसके द्वारा बालक जरासंध के शरीर के दोनों टुकड़े जोड़े जाने पर वह जीवित हो गया था।

जरा का वर्णन महाभारत में मिलता है।
जरा

ଅର୍ଥ : ପୁରାଣବର୍ଣ୍ଣିତ ଯେଉଁ ବ୍ୟାଧ କୃଷ୍ଣଙ୍କ ପାଦରେ ତୀରମାରି ତାଙ୍କ ଜୀବନଲୀଳା ସମାପ୍ତ କରିଥିଲେ

ଉଦାହରଣ : ଜରା ଅଜଣାଭାବେ କୃଷ୍ଣଙ୍କୁ ନିହତ କରିଥିଲେ


ଅନ୍ୟ ଭାଷାରେ ଅନୁବାଦ :

पुराणों में वर्णित वह व्याध जिसने कृष्ण के पैर में तीर मारकर उनकी जीवन-लीला समाप्त कर दी थी।

जरा ने अनजाने में कृष्ण को मारा था।
जरा

An imaginary being of myth or fable.

mythical being