ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜପ   ବିଶେଷ୍ୟ

ଅର୍ଥ : କୌଣସି ଦେବତାଙ୍କର ମନ୍ତ୍ର, ନାମ ବା ବାକ୍ୟର ବାରମ୍ବାର କରାଯାଉଥିବା ଉଚ୍ଚାରଣ

ଉଦାହରଣ : ସେ ପ୍ରତିଦିନ ସକାଳେ ଉଠି ଜପ କରେ

ସମକକ୍ଷ : ନାମସ୍ମରଣ, ସୁମରଣ


ଅନ୍ୟ ଭାଷାରେ ଅନୁବାଦ :

किसी देवता के मंत्र, नाम या वाक्य का बार-बार किया जानेवाला उच्चारण।

वह प्रतिदिन सुबह उठकर जप करता है।
अहुत, जप, जाप, नाम स्मरण, सुमिरन