ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ଅଷ୍ଟମ ତିଥି
ଉଦାହରଣ :
କୃଷ୍ଣଙ୍କ ଜନ୍ମ ଭାଦ୍ର କୃଷ୍ଣପକ୍ଷର ଅଷ୍ଟମୀତିଥିରେ ହୋଇଥିଲା
ସମକକ୍ଷ : ଅଷ୍ଟମୀ, ଅଷ୍ଟମୀତିଥି
ଅନ୍ୟ ଭାଷାରେ ଅନୁବାଦ :
An amount of time.
A time period of 30 years.ଅର୍ଥ : ଭାଦ୍ରପଦ କୃଷ୍ଣ ପକ୍ଷ ଅଷ୍ଟମୀରେ ପାଳନ କରାଯାଉଥିବା ଗୋଟିଏ ପର୍ବ
ଉଦାହରଣ :
ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କର ଜନ୍ମ ହୋଇଥିଲା
ସମକକ୍ଷ : କୃଷ୍ଣଜନ୍ମାଷ୍ଟମୀ
ଅନ୍ୟ ଭାଷାରେ ଅନୁବାଦ :
भाद्रपद के कृष्ण पक्ष की अष्टमी को मनाया जानेवाला एक त्योहार।
कृष्ण जन्माष्टमी को भगवान कृष्ण का जन्म हुआ था।A day or period of time set aside for feasting and celebration.
festival