ଅର୍ଥ : ସ୍ୱେଚ୍ଛାରେ ଗତି କରୁଥିବା ଜୀବ
ଉଦାହରଣ :
ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର
ଉଦାହରଣ :
ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି
ଅନ୍ୟ ଭାଷାରେ ଅନୁବାଦ :
एक विशेष अवधि या क्षेत्र के सभी जीवित जंतु समुदाय।
वह भारत के जंतुओं का अध्ययन कर रहा है।