ଅର୍ଥ : କେତେକ ବିଶିଷ୍ଟ ଗଛର ଡାଳ ଉପରେ ଲାଲ ରଙ୍ଗର କିଛି ଛୋଟ କୀଟ ତିଆରି କରିଥିବା ଏକ ଲାଲ୍ ପଦାର୍ଥ
ଉଦାହରଣ :
ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପୋଡ଼ିଦେବାପାଇଁ ଜଉ ଘର ତିଆରି କରାଇଥିଲା
ଅନ୍ୟ ଭାଷାରେ ଅନୁବାଦ :
एक लाल पदार्थ जिसे कुछ विशिष्ट वृक्षों की टहनियों पर लाल रंग के कुछ छोटे कीड़े बनाते हैं।
दुर्योधन ने पांडवों को जला डालने के लिए लाख का घर बनवाया था।Resinlike substance secreted by certain lac insects. Used in e.g. varnishes and sealing wax.
lacଅର୍ଥ : ଫସଲରେ ହେଉଥିବା ଗୋଟିଏ ରୋଗ
ଉଦାହରଣ :
ଜଉ ବିଶେଷକରି ଗହମ କିମ୍ବା ଯଅ ଫସଲରେ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧାନ ଫସଲରେ ଲାଗୁଥିବା ଏକ ପୋକ
ଉଦାହରଣ :
ଜଉ ଧଳା ବା ଖାକି ରଙ୍ଗର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :