ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଡ଼ାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଡ଼ାଇବା   କ୍ରିୟାପଦ

ଅର୍ଥ : ଦାଗ, ମଇଳା ଆଦି ସଫା କରିବା

ଉଦାହରଣ : ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି

ସମକକ୍ଷ : ସଫାକରିବା


ଅନ୍ୟ ଭାଷାରେ ଅନୁବାଦ :

दाग, धब्बे आदि साफ करना।

माँ कपड़ें में लगा दाग छुड़ा रही है।
छुड़ाना, छोड़ाना

Make clean by removing dirt, filth, or unwanted substances from.

Clean the stove!.
The dentist cleaned my teeth.
clean, make clean

ଅର୍ଥ : ଅଭ୍ୟାସ ଆଦି ଦୂର କରିବା

ଉଦାହରଣ : ମୁଁ ମୋ ଝିଅକୁ ଆଙ୍ଗୁଠି ଚାଟିବା ଅଭ୍ୟାସକୁ ବଡ଼ କଷ୍ଟରେ ଛଡ଼ାଇଲି

ସମକକ୍ଷ : କାଢ଼ିନେବା, ଦୂର କରାଇବା, ବନ୍ଦ କରାଇବା


ଅନ୍ୟ ଭାଷାରେ ଅନୁବାଦ :

आदत आदि को दूर करना।

मैंने अपनी बेटी की अँगूठा चूसने की आदत को बड़ी मुश्किल से छुड़ाया।
छुड़ाना, छोड़ाना

ଅର୍ଥ : ଉପର ବସ୍ତୁ ବା ବସ୍ତୁର ଉପରିଭାଗକୁ ଚାଞ୍ଛି ଅଲଗା କରିବା

ଉଦାହରଣ : ମାଆ କଡ଼େଇକୁ ଓଲଟାଇ ଚାଞ୍ଛୁଛନ୍ତି

ସମକକ୍ଷ : ଚାଞ୍ଛିବା, ରାମ୍ପିବା


ଅନ୍ୟ ଭାଷାରେ ଅନୁବାଦ :

ऊपरी वस्तु या वस्तु की तह को छीलकर अलग करना।

माँ पल्टे से कड़ाही खुरच रही है।
कुरेलना, खरोंचना, खरोचना, खुरचना

Cut the surface of. Wear away the surface of.

scrape, scratch, scratch up