ଅର୍ଥ : କାମକୁ ନ ଆସିବା ବା କର୍ମସ୍ଥଳରେ ଉପସ୍ଥିତ ନ ହେବା
ଉଦାହରଣ :
ସେ ପ୍ରତ୍ୟେକ ସୋମବାର ଛୁଟିରେ ରହେ
ସମକକ୍ଷ : ଅନୁପସ୍ଥିତ ହେବା, ଛୁଟିନେବା
ଅନ୍ୟ ଭାଷାରେ ଅନୁବାଦ :
* काम पर न आना या काम की जगह पर उपस्थित न होना।
वह प्रत्येक सोमवार को छुट्टी मारता है।