ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୁଆଁଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୁଆଁଇବା   କ୍ରିୟାପଦ

ଅର୍ଥ : କାହାରିକୁ କିଛି ସ୍ପର୍ଶ କରାଇବା

ଉଦାହରଣ : ମା ନବଜାତ ଶିଶୁକୁ ଭଗବାନଙ୍କ ମୂର୍ତ୍ତିରେ ଛୁଆଁଇଲେ

ସମକକ୍ଷ : ଛୁଏଁଇବା, ସ୍ପର୍ଶ କରେଇବା


ଅନ୍ୟ ଭାଷାରେ ଅନୁବାଦ :

किसी को कुछ स्पर्श कराना।

माँ ने नवजात शिशु को भगवान की मूर्ति से छुआया।
छुआना, छुलाना, छुवाना, परसाना, स्पर्श कराना