ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅପବିତ୍ର ବସ୍ତୁ ଛୁଇଁବାର ଦୋଷ
ଉଦାହରଣ : ସେ ଛୁଆଁ ହୋଇଗଲା
ସମକକ୍ଷ : ଛୁତି
ଅନ୍ୟ ଭାଷାରେ ଅନୁବାଦ :हिन्दी
अपवित्र वस्तु छूने का दोष।
ଅର୍ଥ : ଖରାପ ବସ୍ତୁର ସଂସର୍ଗ
ଉଦାହରଣ : ଛୁଆଁରୁ ଦୂରେଇ ରହିବା ଉଚିତ
ସମକକ୍ଷ : ଅପବିତ୍ର, ଛୁତି
गंदी वस्तु का संसर्ग।
ଅର୍ଥ : ଯାହା ଛୁଆଁ ଯାଇଛି ବା ସ୍ପର୍ଶ କରାଯାଇଛି
ଉଦାହରଣ : ବିନା ସ୍ନାନରେ ଛୁଆଁ ଭୋଜନ ଅଶୁଦ୍ଧ ଅଟେ
ସମକକ୍ଷ : ଛୁତ, ସ୍ପର୍ଶିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे छुआ या स्पर्श किया गया हो।
Having come into contact.
ସଂସ୍ଥାପନ କରନ୍ତୁ