ଅର୍ଥ : ଅଯଥାରେ ଦୋଷ ବା ଛିଦ୍ର ବାହାର କରିବା କ୍ରିୟା
ଉଦାହରଣ :
କେହିକେହି ଅନ୍ୟର ଦୋଷଦେଖା ଅଭ୍ୟାସରେ ପଡ଼ିଯାଆନ୍ତି
ସମକକ୍ଷ : ଦୋଷଦେଖା
ଅନ୍ୟ ଭାଷାରେ ଅନୁବାଦ :
बेकार में दोष या ऐब निकालने की क्रिया।
किसी-किसी को नुकता-चीनी करने की आदत ही पड़ जाती है।