ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାପା ଯନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାପା ଯନ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଖବର କାଗଜ, ପୁସ୍ତକ ଆଦି ଛପାଯାଏ

ଉଦାହରଣ : ବଡ଼ବାପା ଆମକୁ ମୁଦ୍ରଣ ଯନ୍ତ୍ର ଦେଖାଇବାପାଇଁ ମୁଦ୍ରଣାଳୟକୁ ନେଇ ଯାଇଥିଲେ

ସମକକ୍ଷ : ମୁଦ୍ରଣ ଯନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह यंत्र जिसकी सहायता से साधारण समाचार-पत्र, पुस्तकें आदि छापी जाती हैं।

ताऊ हमें मुद्रणयंत्र दिखाने के लिए मुद्रणालय ले गए थे।
मुद्रण यंत्र, मुद्रण यन्त्र, मुद्रण-यंत्र, मुद्रण-यन्त्र, मुद्रणयंत्र, मुद्रणयन्त्र

A machine used for printing.

press, printing press