ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛମଛମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛମଛମ   ବିଶେଷ୍ୟ

ଅର୍ଥ : ଜୋର ବର୍ଷା ହେବା ଶବ୍ଦ

ଉଦାହରଣ : ଆକାଶରେ କଳା ମେଘ ଘୋଟିଆସଲା ଏବଂ ଦେଖୁ ଦେଖୁ ଛମଛମ୍‌ ଶବ୍ଦରେ ସାରା ବାତାବରଣ ଗୁଞ୍ଜରିତ ହେଲା


ଅନ୍ୟ ଭାଷାରେ ଅନୁବାଦ :

जोर से बारिश होने का शब्द।

आकाश में काली घटाएँ घिर आयीं और देखते ही देखते छमछम से सारा वातावरण गूँज उठा।
छम-छम, छमछम, झम-झम, झमझम

ଛମଛମ   କ୍ରିୟା ବିଶେଷଣ

ଅର୍ଥ : ଛମଛମ ଧ୍ୱନି ସହିତ

ଉଦାହରଣ : ପାଣି ଛମଛମ ବରଷୁଛି


ଅନ୍ୟ ଭାଷାରେ ଅନୁବାଦ :

छम-छम की आवाज़ के साथ।

नर्तकी के घुँघरू छम-छम बज रहे हैं।
छम-छम, छमछम, छमा-छम, छम्मक-छैया