ଅର୍ଥ : ଯିଏ ପହରା ଦିଏ
ଉଦାହରଣ :
ପ୍ରହରୀ ସତର୍କତା ସହିତ ପହରା ଦେବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧର୍ମସଭା,ପଞ୍ଚାୟତ ବା ଭାଇଚାରା କ୍ଷେତ୍ରରେ ସବୁଲୋକଙ୍କ ଠାରେ ନିମନ୍ତ୍ରଣ,ସୂଚନା ଆଦି ପହଞ୍ଚାଇବା ଯେଉଁ ଲୋକର ଦାୟିତ୍ବ
ଉଦାହରଣ :
ଚୌକିଦାର ରାତିରେ ଗାଁରେ ମଧ୍ୟ ପହରା ଦେଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
अखाड़े, पंचायत या बिरादरी का वह आदमी जिसका काम सब लोगों तक निमंत्रण, सूचनाएँ आदि पहुँचाना होता है।
कोतवाल रात में गाँव की फेरी भी लगाता था।