ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୁଁହରେ ରଖି ଦାନ୍ତରେ ବାରମ୍ବାର ଦାବିବା
ଉଦାହରଣ : ସେ ପେନ କାମୁଡ଼ୁଛି
ସମକକ୍ଷ : କାମୁଡ଼ିବା, ଦବାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
मुँह में रखकर दाँतों से बार-बार दबाना।
ଅର୍ଥ : ଦାନ୍ତରେ ଚୋବେଇକରି ଖାଇବା
ଉଦାହରଣ : ସେ ଭଜା ଚଣା ଚୋବାଉଅଛି
ସମକକ୍ଷ : ରଗଡ଼ିବା
दाँतों से कुचलकर खाना।
ସଂସ୍ଥାପନ କରନ୍ତୁ