ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୂନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୂନି   ବିଶେଷ୍ୟ

ଅର୍ଥ : ପାଣିରେ ଭିଜାଯାଇଥିବା ଗାଈ-ମଇଁଷିଙ୍କର ଦାନା

ଉଦାହରଣ : ଗଉଡ଼ ଗାଈକୁ ଚୂନି ଓ ପିଡ଼ିଆ ଦେଉଛି

ସମକକ୍ଷ : ପିଡ଼ିଆ


ଅନ୍ୟ ଭାଷାରେ ଅନୁବାଦ :

पानी में भिगोया हुआ गौ-भैंसों का चारा।

ग्वाला गायों को सानी दे रहा हैं।
सानी, सानी-पानी

Mixture of ground animal feeds.

mash

ଅର୍ଥ : ଶସ୍ୟର ଚୂନା

ଉଦାହରଣ : ପଶୁମାନଙ୍କୁ ଚୂନି, କୁଣ୍ଡା, ଭୁସିଆଦି ଗୋଳି କରି ଖାଇବାକୁ ଦିଆଯାଏ

ସମକକ୍ଷ : ଗୁଣ୍ଡ, ଚୂନା, ଚୂର୍ଣ୍ଣ


ଅନ୍ୟ ଭାଷାରେ ଅନୁବାଦ :

अनाज का चूर्ण।

पशुओं को चुन्नी, खली, भूसी आदि मिलकर खिलाया जाता है।
चुनी, चुन्नी

Broken husks of the seeds of cereal grains that are separated from the flour by sifting.

bran