ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଡ଼ିଆ   ବିଶେଷ୍ୟ

ଅର୍ଥ : ଚାରିପ୍ରକାରର ତାସପତାରୁ ଯେଉଁ ଗୋଟିକରେ ତିନିଶାଖା ଆକାରର ଏବଂ କଳା ରଙ୍ଗର ଚିହ୍ନ ଥାଏ

ଉଦାହରଣ : ସେ ଚିଡ଼ିଆର ଚୌକା ପକାଇଲା


ଅନ୍ୟ ଭାଷାରେ ଅନୁବାଦ :

ताश के पत्तों के चार भेदों में से एक जिसपर संयुक्त तिपतिया आकार की काले रंग की बूटियाँ बनी रहती हैं।

उसने चिड़ी का चौका चला है।
क्लब, चिड़ी

A playing card in the minor suit that has one or more black trefoils on it.

He led a small club.
Clubs were trumps.
club