ଅର୍ଥ : ଜାଣିଶୁଣି କୌଣସି ଏଭଳି କାମ କରିବା ବା କଥା କହିବା ଯେଉଁଥିରେ କେହି ଅପ୍ରସନ୍ନ ହୋଇଯିବ
ଉଦାହରଣ :
ମଂଜୁଳା ତା ସାନ ଭାଇକୁ ବହୁତ ଚିଡ଼ାଉଥାଏ
ସମକକ୍ଷ : ଅପ୍ରସନ୍ନ କରିବା
ଅନ୍ୟ ଭାଷାରେ ଅନୁବାଦ :
जान-बूझकर कोई ऐसा काम करना या बात कहना जिससे कोई अप्रसन्न हो जाए।
मंजुला अपने छोटे भाई को बहुत चिढ़ाती है।ଅର୍ଥ : କାହାକୁ ହଇରାଣ କରିବା
ଉଦାହରଣ :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
ସମକକ୍ଷ : ବିରକ୍ତହେବା, ହାସ୍ୟ ରସ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚିଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଭାଈ ମୋତେ ତାଙ୍କ ସାଙ୍ଗମାନଙ୍କଦ୍ୱାରା ଚିଡ଼ାଇଲେ
ଅନ୍ୟ ଭାଷାରେ ଅନୁବାଦ :