ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିମ୍‌ନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିମ୍‌ନି   ବିଶେଷ୍ୟ

ଅର୍ଥ : କୌଣସି କାରଖାନା, ଘର ଆଦି ଉପରେ ତିଆରି ହୋଇଥିବା କଣା ଯେଉଁଥିରେ ଧୂଆଁ ବାହାରକୁ ବାହାରେ

ଉଦାହରଣ : କାରଖାନାର ଚିମିନିରୁ ବହୁତ ଧୂଆଁ ବାହାରୁଛି

ସମକକ୍ଷ : ଚିମିନି


ଅନ୍ୟ ଭାଷାରେ ଅନୁବାଦ :

किसी फैक्ट्री, मकान आदि में ऊपर की ओर बना हुआ छेद जिससे धुँआ बाहर निकलता है।

फैक्ट्री की चिमनी से बहुत धुँआ निकल रहा है।
चिमनी, दूदकश, धुआँरा, धोंधवा

A vertical flue that provides a path through which smoke from a fire is carried away through the wall or roof of a building.

chimney

ଅର୍ଥ : ମଝିରୁ ବାହାରିଥିବା କାଚ ଆଦିର ନଳୀ ଯେଉଁଥିରେ ଲଣ୍ଠନ ଆଦିର ଧୂଆଁ ବାହାରେ

ଉଦାହରଣ : ସେ ଚିମିନିର କଳାଅଂଶ ସଫାକରୁଛି

ସମକକ୍ଷ : ଚିମିନି


ଅନ୍ୟ ଭାଷାରେ ଅନୁବାଦ :

बीच में से उभड़ी हुई शीशे आदि की नली जिसमें से लैम्प आदि का धुँआ निकलता है।

वह चिमनी की कालिख साफ कर रहा है।
चिमनी, फानूस

A glass flue surrounding the wick of an oil lamp.

chimney, lamp chimney