ଅର୍ଥ : କର୍କଶ ବା ତୀକ୍ଷ୍ଣ ଶବ୍ଦରେ ଚିତ୍କାର କରିବା
ଉଦାହରଣ :
ପିଲାଟି ବହୁତ ରଡ଼ି ଛାଡ଼ୁଛି
ସମକକ୍ଷ : ବୋବାଳିବା, ରଡ଼ି ଛାଡ଼ିବା, ହେଙ୍କାଉଠାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଉତ୍ସବ ଆଦି ପାଟିତୁଣ୍ଡ ସହିତ ପାଳନ କରିବା
ଉଦାହରଣ :
କାଲିରାତିରେ ସମାରୋହରେ ଆମଲୋକମାନେ ବହୁତ ହୋ ହଲ୍ଲା କଲେ
ସମକକ୍ଷ : ଉତ୍ପାତ କରିବା, କୋଳାହଳ କରିବା, ଘୋ-ଘା କରିବା, ପାଟିତୁଣ୍ଡ କରିବା, ହୁରି ପକାଇବା, ହୋ ହଲ୍ଲା କରିବା
ଅନ୍ୟ ଭାଷାରେ ଅନୁବାଦ :
* कोई उत्सव आदि शोरगुल के साथ मनाना।
कल रात समारोह में हम लोगों ने बहुत हुड़दंग मचाया।ଅର୍ଥ : ଯୋରରେ କହିବା
ଉଦାହରଣ :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
ସମକକ୍ଷ : ଗର୍ଜନ କରିବା, ଚିଲ୍ଲାଇବା, ରଡ଼ି କରିବା
ଅନ୍ୟ ଭାଷାରେ ଅନୁବାଦ :