ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଆଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଆଁ   ବିଶେଷ୍ୟ

ଅର୍ଥ : ପର ଉଠିନଥିବା ଛୋଟ ଚଢ଼େଇ ଛୁଆ

ଉଦାହରଣ : କପୋତର କଅଁଳ ଛୁଆକୁ କୁଆ ଉଠେଇ ନେଇଗଲା

ସମକକ୍ଷ : କଅଁଳ ଛୁଆ


ଅନ୍ୟ ଭାଷାରେ ଅନୁବାଦ :

चिड़िया का छोटा बच्चा जिसके पर भी न निकले हों।

कबूतर के पोटों को कौआ उठाकर ले गया।
गेदा, पोटा

Young bird especially of domestic fowl.

biddy, chick

ଅର୍ଥ : କୁକୁଡ଼ାର ଛୁଆ

ଉଦାହରଣ : କୁକୁଡ଼ା ଛୁଆ କୁକୁଡ଼ା ପଛେପଛେ ଦୌଡ଼ୁଛି

ସମକକ୍ଷ : କୁକୁଡ଼ା ଛୁଆ


ଅନ୍ୟ ଭାଷାରେ ଅନୁବାଦ :

मुर्गी का बच्चा।

चूजे मुर्गी के पीछे-पीछे भाग रहे हैं।
चूज़ा, चूजा, टिलिया, टिलोरिया, फुनगा

Young bird especially of domestic fowl.

biddy, chick