ଅର୍ଥ : ପଶୁମାନଙ୍କୁ ଚରିବାପାଇଁ ଛାଡ଼ିବା
ଉଦାହରଣ :
କୃଷକ ଗାଈଗୁଡ଼ିକୁ ଚରିବାପାଇଁ ଛାଡ଼ିଛି
ସମକକ୍ଷ : ଚରିବାପାଇଁ ଛାଡ଼ିବା, ଚାରଣପାଇଁ ଛାଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
* पशुओं को चरने के लिए छोड़ना।
किसान ने गायों को चरने के लिए छोड़ा है।Set animals loose to graze.
run