ଅର୍ଥ : ଜୁଆ ଖେଳିବାର ଯେଉଁ ଉପକରଣରେ ଅଲଗା ଅଲଗା କେତେକ ଘର ହୋଇ ଥାଏ ଓ ତାହା ନିଜ ଅକ୍ଷଉପରେ ଗୋଲାକାରରେ ଘୂରିଥାଏ
ଉଦାହରଣ :
ଜୁଆରୀ ଚରଖିରେ ଥିବା ଘର ଉପରେ ବାଜି ଲଗାଇଲା
ସମକକ୍ଷ : ଚକ୍ରୀ
ଅନ୍ୟ ଭାଷାରେ ଅନୁବାଦ :
Game equipment consisting of a wheel with slots that is used for gambling. The wheel rotates horizontally and players bet on which slot the roulette ball will stop in.
roulette wheel, wheel