ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚର   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ

ଉଦାହରଣ : ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ

ସମକକ୍ଷ : ଦୂତ, ସନ୍ଦେଶ ବାହକ, ସମ୍ବାଦଦାତା


ଅନ୍ୟ ଭାଷାରେ ଅନୁବାଦ :

वह जो कोई विशेष कार्य करने या सँदेशा पहुँचाने के लिए कहीं भेजा जाए।

भगवान राम ने अंगद को दूत बनाकर रावण के पास भेजा।
आह्वायक, दूत, दूतक, वकील

A person who carries a message.

courier, messenger