ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚମ୍ପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚମ୍ପା   ବିଶେଷ୍ୟ

ଅର୍ଥ : ଗୋଟିଏ ଫିକା ହଳଦିଆ ରଙ୍ଗର ସୁଗନ୍ଧିତ ଫୁଲ

ଉଦାହରଣ : ଶୀଲା ଚମ୍ପାର ମାଳା ତିଆରି କରୁଛି


ଅନ୍ୟ ଭାଷାରେ ଅନୁବାଦ :

एक हल्के-पीले रंग का सुगंधित फूल।

शीला चंपा की माला बना रही है।
उग्रगंध, उग्रगन्ध, चंपक, चंपा, चम्पक, चम्पा, चाँप, नागपुष्प, भृंगमोही, हेमपुष्प, हेमांग

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ଏକ ଗଛ ଯେଉଁଥିରେ ଫିକା ହଳଦିଆ ରଙ୍ଗର ସୁଗନ୍ଧିତ ଫୁଲ ଫୁଟେ

ଉଦାହରଣ : ସେ ନିଜ ଘର ଆଗରେ ଚମ୍ପା, ଚାମେଲିଆଦି ଲଗାଇଛନ୍ତି

ସମକକ୍ଷ : ଚଂପକ, ଚଂପା, ଚମ୍ପକ


ଅନ୍ୟ ଭାଷାରେ ଅନୁବାଦ :

एक पेड़ जिसमें हल्के पीले रंग के सुगंधित फूल लगते हैं।

उसने अपने घर के आगे चम्पा, चमेली आदि लगाए हैं।
कुसुमाधिप, कुसुमाधिराज, चंपक, चंपा, चम्पक, चम्पा, भृंगमोही, हेमपुष्प, हेमांग

Any shrub or tree of the genus Magnolia. Valued for their longevity and exquisite fragrant blooms.

magnolia