ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚପରାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚପରାସୀ   ବିଶେଷ୍ୟ

ଅର୍ଥ : କାଗଜ-ପତ୍ରଆଦି ନିଆଅଣା କରିବା ବା ଅଧିକାରୀମାନଙ୍କ ଆଦେଶ ପୂରଣ କରିବା ବା ଆବଶ୍ୟକତାନୁସାରେ ତାଙ୍କୁ ରେଜିଷ୍ଟରଆଦି ଉପଲବ୍ଧ କରାଉଥିବା କର୍ମଚାରୀ

ଉଦାହରଣ : ମୋ କାର୍ଯ୍ୟାଳୟରେ ଚପରାସୀଦ୍ୱାରା ବହୁତ କାମ ଅଛି


ଅନ୍ୟ ଭାଷାରେ ଅନୁବାଦ :

काग़ज़-पत्र आदि लाने-ले जाने वाला या अधिकारियों के आदेशों को पूरा करने वाला या आवश्यकतानुसार उन्हें रजिस्टर आदि उपलब्ध करने वाला कर्मचारी।

मेरे कार्यालय में चपरासी के जिम्मे बहुत काम रहता है।
चपरासी

An employee who performs clerical work (e.g., keeps records or accounts).

clerk

ଅର୍ଥ : ଯେଉଁ କର୍ମଚାରୀ ହୁଦା ଲଗାଇଥାଏ

ଉଦାହରଣ : ଦଣ୍ଡାଧିକାରୀଙ୍କ ଚପରାସୀ ହାତରେ ଫାଇଲ ନେଇ ଦଣ୍ଡାଧିକାରୀଙ୍କ ପଛେପଛେ ଚାଲୁଥିଲା


ଅନ୍ୟ ଭାଷାରେ ଅନୁବାଦ :

वह कर्मचारी जो चपरास लगाता हो।

दंडाधिकारी का चपरासी हाथ में फाइल लिए दंडाधिकारी के पीछे-पीछे चल रहा था।
चपरासी