ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ପ୍ରକାର ହାର
ଉଦାହରଣ : ସୀତା ବେକରେ ଚନ୍ଦ୍ରହାର ଶୋଭାପାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का हार।
Jewelry consisting of a cord or chain (often bearing gems) worn about the neck as an ornament (especially by women).
ଅର୍ଥ : ଗୋଟିଏ ପ୍ରକାରର ଆତସବାଜୀ
ଉଦାହରଣ : ଚନ୍ଦ୍ରହାର ବାଣରୁ ଫୁଲ ଝରେ
एक प्रकार की आतिशबाजी।
Firework consisting of a small explosive charge and fuse in a heavy paper casing.
ସଂସ୍ଥାପନ କରନ୍ତୁ